ଡାକ୍ତରଖାନାରେ ମିଳିବ ଆୟୁର୍ବେଦିକ ଔଷଧ, କୋଟି କୋଟି ଟଙ୍କାର ଔଷଧ ବିତରଣକୁ ନେଇ ଚିନ୍ତାରେ ଆୟୁଷ ନିର୍ଦ୍ଦେଶାଳୟ

ଭୁବନେଶ୍ୱର: ଦୀର୍ଘ ୮ ବର୍ଷ ପରେ ରାଜ୍ୟର ବିଭିନ୍ନ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତରଙ୍କ ନିକଟରେ ପହଞ୍ଚିବ ଔଷଧ। କିଛି ଦିନ ପୂର୍ବରୁ ବାହାରୁ ଆୟୁର୍ବେଦିକ ଔଷଧ କିଣିବା ଲାଗି ଆୟୁଷ ନିର୍ଦେଶାଳୟ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଥିଲା। ଏବେ ଗୋଟିଏ କମ୍ପାନି ପକ୍ଷରୁ ଔଷଧ ରାଜ୍ୟରେ ପହଞ୍ଚିଛି। ଖୁବ୍‌ଶୀଘ୍ର ଔଷଧକୁ ରାଜ୍ୟର ବିଭିନ୍ନ ପିଏଚ୍‌ସି ଓ ସିଏଚ୍‌ସି‌କୁ ବିତରଣ କରାଯିବ। ଅପରପକ୍ଷରେ ଆୟୁଷ ନିର୍ଦ୍ଦେଶକ … Continue reading ଡାକ୍ତରଖାନାରେ ମିଳିବ ଆୟୁର୍ବେଦିକ ଔଷଧ, କୋଟି କୋଟି ଟଙ୍କାର ଔଷଧ ବିତରଣକୁ ନେଇ ଚିନ୍ତାରେ ଆୟୁଷ ନିର୍ଦ୍ଦେଶାଳୟ